#ସୁଧୁରି_ପାରୁନି_ବିକାଶର_ଚିତ୍ର
କୋରାପୁଟ ବ୍ୟପାରିଗୁଡା ବ୍ଲକର ଶେଷ ମୁଣ୍ଡରେ ରହିଛି ଖଡାକୁଣ୍ଡ ଗାଁ । ଏଠାକୁ ଆସିବାକୁ ହେଲେ ଘଞ୍ଚ ଜଙ୍ଗଲ ଏବଂ ଘାଟୀ ଦେଇ ଆସିବା ପରେ ପାଦଚଲା ରାସ୍ତାରେ ଆସିବାକୁ ପଡେ। ଖାଲି ଏତିକି ନୁହେଁ ଗାଁକୁ ପହଞ୍ଚିବାକୁ ହେଲେ ଏଇ ଛୋଟ ନଦୀ ପାର ହେବାକୁ ପଡେ । ଖରା ଦିନେ ନଇ ଭିତର ଦେଇ ଲୋକେ ଯାତାୟାତ କରୁଥିବା ବେଳେ ବର୍ଷା ଦିନେ କିନ୍ତୁ ପରିସ୍ଥିତି ସାଙ୍ଘାତିକ ହୋଇପଡେ ।
#Koraput #developmentissue #forest #WaterProblem #Odisha #ArgusNews