#ଓଡ଼ିଆଙ୍କ_ଗର୍ବ_ପାଇକ_ବିଦ୍ରୋହ
ପାଇକ ବିଦ୍ରୋହ ସ୍ମୃତି ଚାରଣ ପାଇଁ 9.685 ଏକର ପରିମିତ ଜମି ଯୋଗାଇ ଦେବାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି । ଟ୍ବିଟ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଇତିହାସର ଅତଳ ଗର୍ଭରୁ ଓଡ଼ିଶାର ବୀରତ୍ବ, ମହାନ ଗାଥା ପାଇକ ବିଦ୍ରୋହକୁ ଦେଶ ସାମ୍ନାରେ ଉପସ୍ଥାପିତ କରିବା ପାଇଁ କରୁଛନ୍ତି ନିଷ୍ଠାପର ଉଦ୍ୟମ ।
#Odisha #PaikaBidroha #PaikaBidrohaMemory #StateCabinet #DharmendraPradhan #ArgusNews