#କାଗଜ_କଲମରେ_ସୀମିତ_ରହିଛି_ଯୋଜନା !
ବୟନ ଜ୍ୟୋତି ଯୋଜନା କାହା ପାଇଁ ? ଏହା ବିଷୟରେ ଜାଣି ନାହାଁନ୍ତି ଗୋପାଳପୁରର ବୁଣାକାର । ବଳିଆ ଯୋଜନାରେ ବୁଣାକାରଙ୍କୁ ବିନା ସୁଧରେ ଋଣ ମିଳିବା କଥା, ହେଲେ ଘୋଷଣା କେବଳ କାଗଜ କଲମରେ ରହିଯାଇଛି ।
#Mahapanchayat #ArgusSpecial #BayanaJyotiYojana #Odisha #ArgusNews