ଜୁନ୍ ୨ରୁ ଆରମ୍ଭ ହେବ ଯୁକ୍ତ ୨ ମୂଲ୍ୟାୟନ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ୨୬ କେନ୍ଦ୍ରରେ ଅଫଲାଇନ୍, ୩୭ କେନ୍ଦ୍ରରେ ଅନଲାଇନ୍ ମୂଲ୍ୟାୟନ ହେବ।
#PlusTwo #assessment #HigherEducation #Odisha #ArgusNews