#ମାହାଙ୍ଗା_ଗଣହତ୍ୟାର_ମହଙ୍ଗା_ସତ_ଅପେକ୍ଷାରେ_ପୋଲିସ
#ଜଣେ_ଏକା_ସମୟରେ_୫_ଜଣଙ୍କୁ_ହତ୍ୟା_କଲା_କେମିତି ?
ମାହାଙ୍ଗା କୁସୁପୁର ଗଣହତ୍ୟା ମାଲାରେ ଶିଖରପୁର କାଳିଆବୋଦାରେ ଶୋକାକୂଳ ପରିବେଶ ଭିତରେ ହେଲା ପାଞ୍ଚ ଜଣଙ୍କ ଶେଷକୃତ୍ୟ । ଶିବ ସାହୁ ଏକା ନା ରହିଛି ଏକାଧିକ ଲୋକଙ୍କ ସଂପୃକ୍ତି ? କେବଳ ଜମିଜମା ବିବାଦ ନା ହତ୍ୟା ପଛରେ ରହିଛି ଅନ୍ୟ କିଛି କାରଣ ?
#cuttack #Mahanga #police #Odisha #family #ArgusNews