#ପିହୁକୁ_ଖୋଜିବାକୁ_ବହୁ_ବିଳମ୍ବରେ_ଭାଙ୍ଗିଲା_ପୋଲିସର_ନିଦ
#ଖବର_ଦେଲେ_5_ଲକ୍ଷ_ଟଙ୍କା_ପୁରସ୍କାର
ପିହୁ ପାଇଁ ପୋଷ୍ଟର ମାରୁଛି ପୋଲିସ.. ନିଖୋଜ ପିହୁର ସୁଚନା ଦେଲେ ମିଳିବ 5 ଲକ୍ଷ ଟଙ୍କା.. ପୋଲିସ ଷ୍ଟେସନର ଆରମ୍ଭ କରି ରାସ୍ତା ଘାଟ ଓ ଗହଳି ରାସ୍ତାରେ ଏହି ପୋଷ୍ଟର ଲଗାଉଛି ପୋଲିସ...ତେବେ ବିଳମ୍ବରେ ପୋଲିସର ଏ ତତ୍ପରତାକୁ ନେଇ ଉଠିଛି ପ୍ରଶ୍ନ
#PihuMissingCase #Police #Poster #Odisha #ArgusNews