#ଧର୍ମେନ୍ଦ୍ରଙ୍କ_ଶିଶୁପାଳଗଡ଼_ସ୍ଥିତ_ଘରେ_ପହଞ୍ଚିଲା_ପୋଲିସ_ଟିମ୍
ଅତିରିକ୍ତ ଡିସିପି, ଧଉଳି ଥାନା ଅଧିକାରୀ ଓ ୩ ଜଣିଆ ମହିଳା ଟିମ୍ ତାଙ୍କ ଘରେ ପହଞ୍ଚିଛନ୍ତି । ତାଙ୍କ ପତ୍ନୀଙ୍କୁ ଓ ପରିବାର ଲୋକଙ୍କୁ ପଚରାଉଚରା କରୁଛି ପୋଲିସ ।
#DharmendraSahoo #Deathcase #shisupalgarh #Police #ArgusNews #Odisha