#ଭାରତ_ଡ୍ରୋନ_ମହୋତ୍ସବ_ଉଦ୍ଷାଟନ_କଲେ_ପ୍ରଧାନମନ୍ତ୍ରୀ
ବଡ଼ କଥା ହେଲା କିଷାନ ଜବାନଙ୍କୁ ଶକ୍ତି ଦେବ ଏହି ସ୍ବଦେଶୀ ଡ୍ରୋନ । ଖାଲି ସେତିକି ନୁହେଁ, କୃଷିକ୍ଷେତ୍ର ଓ ସୀମା ସୁରକ୍ଷା ପାଇଁ ସହାୟକ ହେବ ଏହି ଡ୍ରୋନ । ଏଥିସହ ୨୦୩୦ ସୁଦ୍ଧା ବିଶ୍ବର ଡ୍ରୋନ ହବ୍ ହେବ ଭାରତ
#PMNarendraModi #DroneMahotsav #inaugurated #farmers #ArgusNews