#ଜନତା_ବାଛିବେ_ନିଜ_ଅଞ୍ଚଳର_ଜନ_ପ୍ରତିନିଧି_ବା_କର୍ପୋରେଟର
କଟକ ମହାନଗର ନିଗମ ନିର୍ବାଚନ ପାଇଁ ସାହି ଗଳିରେ ଛାଇଯାଇଛି ମାଳ ମାଳ ହୋଡିଙ୍ଗ,ବ୍ୟାନର । ଦିର୍ଘ ୮ ବର୍ଷ ପରେ କଟକରେ ହେବାକୁ ଯାଉଛି ମହାନଗର ନିଗମ ନିର୍ବାଚନ।ତେଣୁ ଭୋଟର ଏବଂ ପାର୍ଥି ଙ୍କ ମଧ୍ୟରେ ଉତ୍ସହ ଦେଖିବା କୁ ମିଳୁଛି। ଜନତା ବାଛିବେ ନିଜ ଅଞ୍ଚଳ ର ଜନ ପ୍ରତିନିଧି ବା କର୍ପୋରେଟର।
#Odisha #ArgusNews #Cuttack #Ward #CMC #CMCElection #MunicipalityElection