#ବର୍ଷା_ଧୋଇ_ଦେଲା_ପିସି_ଗୁମର
#ରାଜ୍ୟ_ସରକାରଙ୍କ_ପିସି_ମଷ୍ଟ_ଷ୍ଟପ୍_ନାରାର_ଉଡିଲା_ଧଜ୍ଜିୟା
ବିଧାନସଭାରେ ପିସି ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀଙ୍କ ଘେରାବନ୍ଦୀର ଦିନକ ପରେ ଇଏ ହେଉଛି ଗ୍ରାଉଣ୍ଡର ସତ।…. ଇଏ ଦୃଶ୍ୟ ହେଉଛି, କନ୍ଧମାଳ ଜିଲ୍ଲା ଫୁଲବାଣୀ ମା ନାରାୟଣୀ ମନ୍ଦିର ନିକଟରେ ସ୍ମାର୍ଟ ପାର୍କର। ଅସରାଏ ବର୍ଷାରେ ଭୁଶୁଡି ପଡିଛି ପାର୍କ
#Kandhamal #Rain #Park #Odisha #ArgusNews