#ଆସନ୍ତା_କାଲି_ଆସିବ_ରାଷ୍ଟ୍ରପତି_ନିର୍ବାଚନ_ଫଳାଫଳ
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ । ଦ୍ରୌପଦୀଙ୍କ ଜନ୍ମମାଟିରେ ବିଜୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ମିଠା କାରିଗର ମାନେ ଲଡୁ ତିଆରି କରୁଥିବା ଦେଖିବାକୁ ମିଳିଛି ।
#PresidentialElection #ElectionResults #SweetPreparation #Odisha #ArgusNews