#ଘନେଇବାରେ_ଲାଗିଛି_ମହାନଦୀ_ଜଳ_ବିବାଦ
#ବାସ୍ତବ_ରୂପ_ନେଇପାରୁନି_ତଳ_ମୁଣ୍ଡରେ_ବ୍ୟାରେଜ_ନିର୍ମାଣ_ପ୍ରସଙ୍ଗ
ଛତିଶଗଡ଼ରେ ବ୍ୟାରେଜ ପରେ ବ୍ୟାରେଜ। ଓଡିଶାରେ ଓଡିଆ ଲୋକଙ୍କୁ ସ୍ବପ୍ନ ଦେଖାଇ ସୁଖନିଦ୍ରାରେ ସରକାର। ଖରାଦିନେ ଜଳକଷ୍ଟ ବର୍ଷା ଦିନେ ବନ୍ୟା ଡର ।
#Odisha #ArgusNews #Mahanadi #river #fisherman #flood #Chhattisgarh