#ରାସ୍ତା_ପାଲଟିଛି_ମରଣଯନ୍ତ୍ରା
ଅସରାଏ ବର୍ଷାରେ ଜମୁଛି ଆଣ୍ଠୁଏ ଲେଖାଏଁ ପାଣି । ଏ ଦୃଶ୍ୟ ହେଉଛି ପୁରୀ ସାକ୍ଷୀଗୋପାଳ ବଜାର ରାସ୍ତାର । କେଉଁଠି ପିଚୁ ଉଠିଗଲାଣି ତ କେଉଁଠି ରାସ୍ତାରେ ସୃଷ୍ଟି ହୋଇଛି ବିରାଟ ବିରାଟ ଖାଲ । ସାକ୍ଷୀଗୋପାଳ ବସଷ୍ଟାଣ୍ଡରୁ ଗୋପାଳ ଜୀଙ୍କ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଦେଉଛି ଯମ ଯନ୍ତ୍ରଣା । ଏହି ରାସ୍ତା ଦେଇ ପ୍ରତିଦିନ ବଜାରକୁ ଯାଆନ୍ତି ଅନେକ ଲୋକ । ସ୍କୁଲ ପିଲା ମଧ୍ୟ ଅନେକ ସମସ୍ୟା ଭୋଗୁଛନ୍ତି ।
#Puri #Satyabadi #RoadProblem #Odisha #ArgusNews