ଖୋଲୁଛି ରାଉରକେଲା ବନ ବିଭାଗର ଦୁର୍ନୀତିର ପେଡି। ପ୍ରଥମେ ଚାରା ରୋପଣ ନାଁ ରେ କୋଟି କୋଟି ଟଙ୍କାର ଦୁର୍ନୀତି। ପରେ ପ୍ରମାଣ ନଷ୍ଟ ପାଇଁ ଜଙ୍ଗଲ ରେ ନିଆଁ। ପୁଣି ଦୁର୍ଗାପୁର ରିଜର୍ଭ ଫରେଷ୍ଟ ଜମିକୁ ପୁଞ୍ଜିପତି ଙ୍କୁ ଜବରଦଖଲ କରିବା ପାଇଁ ପ୍ରୋତ୍ସାହନ। ଆଉ ଏବେ ସେହି ଦୁର୍ଗାପୁର ପାହାଡ଼ରେ ପ୍ରୋଜେକ୍ଟ ନାଁରେ ପ୍ରାୟ ୪ କୋଟି ଟଙ୍କାର ହଟିଲୁଟ।
#Sundargarh #Raurkela #ForestDepartment #Corruption #durgapurhill #Odisha #ArgusNews