#ସମାଜକୁ_ଏକତା_ସୂତ୍ରରେ_ବାନ୍ଧିରଖେ_ପବିତ୍ର_ମାଘମେଳା
#ଜଗତ_ସହ_ଯୋଡି଼ଥାଏ_ମହିମା_ଧର୍ମର_ମୂଳପୀଠ_ଯୋରନ୍ଦା
ସମାଜକୁ ଏକତା ସୂତ୍ରରେ ବାନ୍ଧିରଖେ ପବିତ୍ର ମାଘମେଳା । ଜଗତ ସହ ଯୋଡି଼ଥାଏ ମହିମା ଧର୍ମର ମୂଳପୀଠ ଯୋରନ୍ଦା । ମାଘମେଳାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
#ArgusNews #MaghaMela #UnionMinister Dharmendra Pradhan #Dhenkanal #Odisha