#ରାଜ୍ୟ_ସାରା_ମାତିଛନ୍ତି_ବାଲି_ମାଫିଆ
#ଚେଇଁ_ଶୋଇଛନ୍ତି_ରାଜ୍ୟ_ସରକାର_ଓ_ପ୍ରଶାସନ
ମାତିଛନ୍ତି ବାଲି ମାଫିଆ, ଲୁଟ ହେଉଛି ଧଳାହୀରା । ରାଜ୍ୟରେ ବେଧଡକ ଚାଲିଛି ବାଲି ଚୋରାଚାଲାଣ । ହଜୁଛି ନଦୀର ଅସ୍ତିତ୍ବ, ଲୁଟ ହେଉଛି ଲଘୁ ଖଣିଜ ଦ୍ରବ୍ୟ । ନଦୀ ସୁରକ୍ଷା ପାଇଁ ଅଣ୍ଟା ଭିଡିଲା ବିଜେପି । ନମାମୀ ଗଙ୍ଗେ ପକ୍ଷରୁ ବ୍ୟାପକ ଆନ୍ଦୋଳନ ସହ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଦ୍ଵାରସ୍ଥ ହେବ ଦଳ
#SandLoot #BJP #Odisha #ArgusNews