#ଜଣେ_ଶିକ୍ଷକରେ_ଚାଲିଛି_ସ୍କୁଲ୍
#ଭିତ୍ତିଭୂମି_ଅଛି_ହେଲେ_ନାହାନ୍ତି_ଶିକ୍ଷକ
କେନ୍ଦ୍ରାପଡା ଡେରାବିଶ୍ ଶିକ୍ଷା ସର୍କଲ ଅଧିନ ଗୋଲରାହାଟ ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬୫ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏମାନଙ୍କୁ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷୟତ୍ରୀ ।
#Kendrapada #schools #teacher #student #teacheiproblem #Odisha #ArgusNews