ଇଏ କେମିତିକା ଆମ ସରକାରୀ ବ୍ୟବସ୍ଥା।
ପ୍ରବଳ ବର୍ଷାରେ ସ୍ମାର୍ଟସ୍କୁଲର ଛାତ୍ରଛାତ୍ରୀ
ଓଦା ହେବା ସହ ହାତ ରେ ଥାଳି ଧରି ଠିଆ ହୋଇ ମଧ୍ୟାହ୍ନ ଭୋଜନ ଖାଉଥିବାର ଅତି ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଏ ଦୃଶ୍ୟ କନ୍ଧମାଳରେ ଜିଲ୍ଲା ଟିକାବାଲି ସରକାରୀ ସ୍ମାର୍ଟସ୍କୁଲର
#Kandhamal #SchoolStudent #MiddayMeal #Rain #Odisha #ArgusNews