#ଆଗରେ_ଯାଉଛି_ମେଢ଼_ପଛରେ_ବାଜୁଛି_ଡିଜେ
କରୋନା କଟକଣା ପରେ ପୁଣି ଫେରିଛି ମେଳଣ, ଜାନିଯାତ୍ରା ଓ ସାହିଯାତ । ବିଭିନ୍ନ ସ୍ଥାନରେ ଚାଲିଛି ମେଳଣ ଜାନିଯାତ୍ରା ଓ ରାମଲିଳା । ଓଡ଼ିଶାର ଦ୍ବିତୀୟ ବଡ଼ ଗାଁ ଘୋରଡ଼ିଆରେ ଆୟୋଜିତ ହୋଇଯାଇଛି ଦୟାଣାଚୋରୀ ଲୋକ ଉତ୍ସବ । ଯେଉଁଥିରେ ବିଭିନ୍ନ ବିଭିନ୍ନ କାର୍ଯ୍ୟକ୍ରମ ସହ ମେଢ଼ ଓ ସାହିଜାତର ମଜା ନେଇଛନ୍ତି ଲୋକେ ।
#ghordiha #Dayana #festival #Odisha #ArgusNews