#ନବାନ_ବାବୁଙ୍କ_ଫ୍ୟାନ_ଗୀତର_କଣ୍ଠଶିଳ୍ପୀ_ଏବେ_ବିବାଦରେ
#ସ୍ତ୍ରୀ_ଓ_ଝିଅଙ୍କୁ_ନିର୍ଯ୍ୟାତନା_ଦେବା_ଅଭିଯୋଗରେ_ଫସିଯାଇଛନ୍ତି_ବାବୁ_ହ୍ୟୁମାନ_ସାଗର
#ମହାପ୍ରଭୁ_ଜଗନ୍ନାଥଙ୍କୁ_ବିରୋଧ_କରୁଥିବାର_ସଙ୍ଗୀନ_ଅଭିଯୋଗ_ରହିଛି_ହ୍ୟୁମାନଙ୍କ_ନାଁରେ
ଏହି ଅଭିଯୋଗ ଆଉ କେହି ନୁହନ୍ତି,ଏହି ଅଭିଯୋଗ ତାଙ୍କ ସ୍ତ୍ରୀ ଶ୍ରେୟା ହିଁ ଆଣିଛନ୍ତି । ଆଉ ହିନ୍ଦୁଧର୍ମ ପ୍ରତି କେମିତି ହ୍ୟୁମାନଙ୍କ ମନୋଭାବ ତାର ମଧ୍ୟ ଖୁଲାସା କରିଛନ୍ତି ଶ୍ରେୟା ।
#humansagar #controversy #singer #familyissues #bjd #NaveenPatnaik #ArgusNews