#ରାଜଧାନୀରେ_ଶିଶୁ_ଭିକ୍ଷୁକ_ସ୍ଥିତି_ସଙ୍ଗିନ
ଏବେବି ରାଜଧାନୀ ର ଜନଗହଳି ପୂର୍ଣ୍ଣ ସ୍ଥାନରେ ଘୁରି ବୁଲୁଛନ୍ତି ଶିଶୁ ଭିକ୍ଷୁକ । ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ । ବିଏମସି ସହାୟତାରେ ବିଭିନ୍ନ ସ୍ଥାନ ବୁଲି କରିଲା କାଉସିଲିଂ ।
#BMC #babychild #Monk #statechildprotectioncommission #Bhubaneswar #counseling #Odisha #ArgusNews