ପାକିସ୍ତାନର କର୍ମଜୀବୀ ମହିଳା ମାନଙ୍କ ସ୍ଥିତି ଅତ୍ୟନ୍ତ ଖରାପ। 70 ପ୍ରତିଶତ କର୍ମଜୀବୀ ମହିଳା ନିର୍ଯାତନାର ଶିକାର। ରୋଜଗାର ଚାଲିଯିବା ଭୟରେ କରନ୍ତି ନାହିଁ ଅଭିଯୋଗ। ପାକିସ୍ତାନର ପ୍ରମୁଖ ସମ୍ବାଦପତ୍ର ଡେଲି ଟାଇମ୍ସ ଦ୍ୱାରା ଜାରୀ କରାଯାଇଥିବା ରିପୋର୍ଟରେ କର୍ମଜୀବୀ ମହିଳା ମାନଙ୍କ ସ୍ଥିତି ଉପରେ ଏକ ରିପୋର୍ଟ ପ୍ରକାଶ ପାଇଛି ।
#Pakistan #workingladies #problems #pakistaninewspaper #dailytimes #ArgusNews