#ସଂସ୍କୃତି_ବିଭାଗରେ_ଦୁର୍ନୀତିର_ଗନ୍ଧ
ସରକାରୀ ରାଜକୋଷରୁ ଟଙ୍କା ଆସୁଥିଲା। ହେଲେ ବିଭାଗୀୟ କାର୍ଯ୍ୟକ୍ରମରେ ଖର୍ଚ୍ଚ ହେଉନଥିଲା। ନା ଠିକ ଭାବେ ବିଲ ହେଉଥିଲା। ନା କ୍ୟାସବୁକ ରେ ଲିଖିତ ଆକାରରେ ରଖାଯାଉଥିଲା। ପ୍ରାୟ ଦେଢ଼ କୋଟି ଟଙ୍କାର ଏଭଳି ଅନିୟମିତତା ହୋଇଥିବା ବିଭାଗୀୟ ସଚିବଙ୍କ ସମୀକ୍ଷାରୁ ଜଣାପଡିଛି
#CultureDepartment #Scam #Odisha #ArgusNews