#ମାଲକାନଗିରିରେ_ମହାମାରୀର_ପଦଧ୍ବନି
#ଅଜଣା_ରୋଗର_ଆତଙ୍କ_ଯୋଗୁଁ_ଖେଳିଛି_ହାହାକାର
ଆଉ ଏକ ମହାମାରୀ ଆଡ଼କୁ ପାଦ ବଢ଼ାଉଛି ମାଲକାନଗିରି । ପ୍ରଥମେ ଆଶ୍ରମ ସ୍କୁଲରେ ଅଜଣା ରୋଗରେ ଛାତ୍ରଙ୍କ ମୃତ୍ୟୁ, ଆଉ ଏବେ ମାଥିଲି ବ୍ଲକ ହଳଦୀକୁଣ୍ଡ ଗାଁରେ 7 ଜଣଙ୍କ ଜୀବନ ନେଇଛି ଅଜଣା ରୋଗ । ହେଲେ ଏବେ ବି ଲୋକ ମେଡିକାଲ ଟିମକୁ ଭରସା କରିପାରୁନଥିବା ବେଳେ କ୍ବାକଙ୍କ ଭରସାରେ ରହିଛନ୍ତି ।
#Malkangiri #medicalteam #Unknowndisease #Odisha #ArgusNews