#ସହଜ_ହେଲା_ଜଗା_ଦର୍ଶନ
#ଏଣିକି_ପଶ୍ଚିମ_ଦ୍ଵାରରୁ_ବି_କାଳିଆକୁ_ଦେଖି_ହେବ
ଆସନ୍ତା ୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା।ଏହି ଦିନ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବା ସହ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଗହଳିକୁ ନିୟନ୍ତ୍ରଣ ପାଇଁ ଆଜିଠୁ ପଶ୍ଚିମ ଦ୍ଵାର ପଟୁ ଦର୍ଶନ ଆରମ୍ଭ ହୋଇଛି । ଯାହାଦ୍ଵାରା ଭିଡ କମିବା ସହ ଜଗା ଦର୍ଶନ ସହଜ ହୋଇଛି ।
#Jagannatha #JagannathDham #puri #Darshan #Bhakta #devotion #devotee #Odisha #ArgusNews