#ରାଜ୍ୟର_ଗୋ_ମାଫିଆଙ୍କ_ରାଜ_ଏବେ_ଚିନ୍ତାର_ବିଷୟ_ପାଲଟିଛି
ରାଜ୍ୟର ଗୋଟିଏ ରୁ ଅନ୍ୟ ଗୋଟିଏ ଜିଲ୍ଲାକୁ ଡିଆଁ ମାରୁଛି ଗୋଚାଲଣର ଅତି ଦୟନୀୟ ଚିତ୍ର।ପୂର୍ବରୁ କେନ୍ଦ୍ରାପଡା,ବାଲେଶ୍ଵର,ଭଦ୍ରକ,ଯାଜପୁର ସହ ଦକ୍ଷିଣ ଓଡ଼ିଶାର ଉପାନ୍ତ ଅଞ୍ଚଳରୁ ଗୋ ଚାଲାଣ ର ଦୃଶ୍ୟ ସାମ୍ନାକୁ ଆସୁଥିଲା । ଏବେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ରୁ ଗୋ ଚାଲାଣ ର ଅତି ଦୟନୀୟ ଚିତ୍ର ସାମ୍ନାକୁ ଆସିଛି ।
#cowmafia #animal #transported #arrested #OdishaGovt #Ganjam #Odisha #ArgusNews