#ରଜ_ପୂର୍ବରୁ_ସରିଲା_ରାଜ୍ୟ_କ୍ୟାବିନେଟର_ନବକଳେବର
ଗତକାଲି ସମସ୍ତ ମନ୍ତ୍ରୀ ନିଜନିଜ ପଦ ଛାଡ଼ିଥିବା ବେଳେ ଆଜି ଫୁଲ୍ ଷ୍ଟ୍ରେନ୍ଥ ମନ୍ତ୍ରିମଣ୍ଡଳ ଶପଥ ନେଇଛି । ନବୀନଙ୍କ ନୂଆ ଟିମ୍ ରେ ସ୍ଥାନ ପାଇଛନ୍ତି 13 କ୍ୟାବିନେଟ୍ ଓ 8 ରାଷ୍ଟ୍ରମନ୍ତ୍ରୀ । 9 ଜଣ ପୁଣି ଥରେ ମନ୍ତ୍ରିମଣ୍ଡଳକୁ ଫେରିଥିବା ବେଳେ 5 ପୁରୁଣା ମନ୍ତ୍ରୀଙ୍କୁ ପୁଣି ଥରେ ସୁଯୋଗ ଦିଆଯାଇଛି ।
#Bhubaneswar #NaveenPatnaik #newcabinets #OathCeremony #NewMinister #Odisha #ArgusNews