#ଧରା_ପଡିଛି_ରାଜ୍ୟ_ସରକାରଙ୍କ_ଜଳସେଚନ_ମିଛ
#ସିଏଜି_ରିପୋର୍ଟ_ଖୋଲିଛି_ସରକାରଙ୍କ_ପୋଲ
୧୩ ବର୍ଷରୁ ୪୩ ବର୍ଷ ହେଲା ବିଭିନ୍ନ ପ୍ରକଳ୍ପ ହୋଇପାରୁନି ସମ୍ପୂର୍ଣ୍ଣ । ୧୮୨ ପ୍ରତିଶତରୁ ୪ ହଜାର ୫୯୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି ପ୍ରକଳ୍ପ ଗୁଡିକର ମୂଲ୍ୟ । ଜଳ ସେଚନ ଲକ୍ଷ୍ୟର ମାତ୍ର ୨୪ ପ୍ରତିଶତ ପୂରଣ କରିପାରିଛନ୍ତି ରାଜ୍ୟ ସରକାର । ଲୋକଙ୍କ ମୁଣ୍ଡରେ ଅଠା ବୋଳି ଖସିଯିବାରେ ବ୍ୟସ୍ତ ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ । ବିଧାନସଭା ବଜେଟ ଅଧିବେଶନରେ ଉପସ୍ଥାପିତ ହେବା ପରେ ଭୂପୃଷ୍ଠ ଜଳସେଚନର ସମ୍ପାଦନ ସମୀକ୍ଷା ରିପୋର୍ଟ ପ୍ରକାଶ କରିଛନ୍ତି ସିଏଜି ।
#waterIrrigation #state #project #assembly #MinisterOfState #bugget #Odisha #ArgusNews