#ସାମନାକୁ_ଆସିଲା_ସରକାରଙ୍କ_ଅପାରଗତା
#ଗରିବଙ୍କ_ପାଇଁ_ଆସିଥିବା_ଚାଉଳକୁ_ବାଣ୍ଟିପାରିନାହାଁନ୍ତି_ରାଜ୍ୟ_ସରକାର
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଚାଉଳର ପୁରା କୋଟା ବଣ୍ଟନ ହେଉନି। ସରକାରୀ ଦଳର ମିଛ ଗରିବ କାନ୍ଦଣାର ପୋଲ ଖୋଲିଛି କେନ୍ଦ୍ର ଖାଦ୍ୟଯୋଗାଣ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର
#ArgusNews #Rice #OdishaGovt #PoorFamily #Odisha