#ପରିକ୍ରମା_ପ୍ରକଳ୍ପକୁ_ନେଇ_ରାଜ୍ୟ_ସରକାର_EXPOSED !
#ସମ୍ବିତଙ୍କ_ସାଣିତ_ଆକ୍ରମଣରେ_ଘାଇଲା_ରାଜ୍ୟ_ସରକାର !
ଧରାପଡିଲା ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ମହାମିଛ । ରାତିଅଧିଆ ଜିପିଆରଏସ ରାଜ୍ୟ ସରକାରଙ୍କୁ କଲା ଏକ୍ସପୋଜ । ସମ୍ବିତଙ୍କ ପ୍ରଶ୍ନ, ମିଛ ତଥ୍ୟ ଦେଇ ରାଜ୍ୟ ସରକାରଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଥିଲେ କି ରାଜ୍ୟ ସରକାର ।
#Puri #HeritageCorridor #BJP #SambitPatra #OdishaGovt #Exposed #Odisha #ArgusNews