#କୋଟିଆକୁ_ନେଇ_କୁମ୍ଭକର୍ଣ୍ଣ_ନିଦ୍ରାରେ_ଓଡିଶା_ସରକାର
#କୋଟିଆ_ପ୍ରସଙ୍ଗକୁ_ନେଇ_ବିଳିବିଳେଇ_ହେଉଛନ୍ତି_ରାଜ୍ୟ_ସରକାର
କୋଟିଆ ପ୍ରସଙ୍ଗକୁ ନେଇ ବିଳିବିଳେଇ ହେଉଛନ୍ତି ରାଜ୍ୟ ସରକାର । କେତେବେଳେ ପ୍ୟାକେଜ ଘୋଷଣା କରିବା କଥା କହୁଛନ୍ତି ତ ଆଉ କେତେବେଳେ କୋଟିଆ ସମ୍ପର୍କରେ ଅଜ୍ଞ ଥିବା କଥା କହୁଛନ୍ତି । ରାଜ୍ୟ ସରକାରଙ୍କ ଏପରି ଦୋହରାନୀତିକୁ ନେଇ ଏବେ ବିବାଦରେ ସୀମାନ୍ତ କୋଟିଆ ଅଞ୍ଚଳବାସୀ
#Koraput #Kotia #OdishaGovt #Yojana #AndhraPradesh #ArgusNews