#ମୁଖ୍ୟମନ୍ତ୍ରୀଙ୍କ_ଘୋଷଣା_କେହି_ରହିବେନି_ଅସ୍ଥାୟୀ
#ସ୍ଥାୟୀ_କରିବା_ଦବିରେ_ରାଜଧାନୀରେ_ହଲ୍ଲାବୋଲ
୩ ଦଫା ଦାବି ନେଇ ରାଜଧାନୀର ଲୋୟର ପିଏମଜିରେ ହଜାର ହଜାର ପ୍ରାଥମିକ ଶିକ୍ଷକଙ୍କ ବିଶାଳ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ। ୬ ବର୍ଷ ପରେ ଠିକା ଚାକିରୀକୁ ମୂଳ ଚାକିରୀରେ ଗଣନା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ପୁରୁଣା ପେନସନର ପୁନଃ ପ୍ରଚଳନ ଦାବି ନେଇ ଏକାଠି ହୋଇଛନ୍ତି ହଜାର ହଜାର ଶିକ୍ଷକ
#ArgusNews #TeacherProtest #Bhubaneswar #OdishaGovt #Odisha