BJEM ସ୍କୁଲରେ ଉଦଘାଟିତ ହେଲା ଅତ୍ୟାଧୁନିକ ଅଟଳ ଟିଙ୍କରିଂ ଲ୍ୟାବ୍। ଏହି ଲ୍ୟାବକୁ ଉଦଘାଟନ କରିଛନ୍ତି ବିଜ୍ଞାନ, ପ୍ରଯୁକ୍ତି ଓ ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।
#Bhubaneswar #BJEMSchool #Odisha #ArgusNews