#ରାଜ୍ୟରେ_ଶିକ୍ଷା_ବ୍ୟବସ୍ଥାର_ବିକଳ_ଚିତ୍ର
ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଏମିତି ବିକଳ ଚିତ୍ର ସାମନାକୁ ଆସିଛି ଯାହା ବୟାନ କରୁଛି ଶିକ୍ଷା ବ୍ୟବସ୍ଥା ଚାଲିଛି କେମିତି । କେଉଁଠି ବର୍ଷାରେ ଭିଜି ଓଦା ହୋଇ ମଧ୍ୟାହ୍ନ ଭୋଜନ କରୁଛନ୍ତି ଛାତ୍ରଛାତ୍ରୀ ତ ଆଉ କେଉଁଠି ସ୍କୁଲ ବାହାର ଚକ ଚକ କିନ୍ତୁ ଭିତରେ ଆଣ୍ଠୁଏ ପାଣି ।
#EducationSystem #School #Student #ArgusNews