#ମହିଳାଙ୍କ_ନିଯୁକ୍ତିରେ_ପଛୁଆ_ରାଜ୍ୟ_ପୋଲିସ_ବିଭାଗ
#କେନ୍ଦ୍ରରେ_ବଢ଼ୁଛି_ରାଜ୍ୟରେ_କାହିଁକି_କମୁଛି ?
ରାଜ୍ୟରେ ମହିଳା ସଶକ୍ତି କରଣ ପାଇଁ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା । ହେଲେ ପୋଲିସ ବିଭାଗରେ ମହିଳାଙ୍କୁ ନିଯୁକ୍ତି କ୍ଷେତ୍ରରେ କେତେ ସୁଯୋଗ ଦିଆଯାଉଛି ତାହାର ମୁଖା ଖୋଲିଛି କେନ୍ଦ୍ର ଗୃହ ମନ୍ତ୍ରାଳୟର ଏହି ରିପାର୍ଟ।
#Police #Women #policedepartment #Odisha #ArgusNews