ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟଭିମୁଖି କରାଇ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା କରି ସ୍ମାର୍ଟ କରାଇବା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ସତେ ଯେମିତି ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ କଥା ଭୁଲିଯାଇଛନ୍ତି ସରକାର । ଶ୍ରେଣୀ ଗୃହ ଅଭାବ ଯୋଗୁଁ ବାରଣ୍ଡାରେ ବସି ଛାତ୍ରଛାତ୍ରୀ ପଢୁଛନ୍ତି ପାଠ ।ଗଜପତି ମୋହନାର ଗ୍ରାଉଣ୍ଡ୍ ଜିରୋରୁ ଦେଖନ୍ତୁ ଏହି ଦୃଶ୍ୟ ।
#Gajapati #SchoolProblem #Odisha #ArgusNews