#ଆଜି_ପୁଣି_ବସୁଛି_ଶ୍ରୀମନ୍ଦିର_ପରିଚାଳନା_କମିଟି_ବୈଠକ
ଗତ ପରିଚାଳନା ବୈଠକରେ ଅଧୁରା ଥିବା ଶ୍ରୀମନ୍ଦିର ବଜେଟ ପାଇଁ ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧକ୍ଷତାରେ ବସିବ ବୈଠକ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପ୍ରସଙ୍ଗ ହେବ ସମୀକ୍ଷା ।
#ShreeMandir #Puri #meeting #GajapatiMaharaj #Odisha #ArgusNews