ସ୍ଵର୍ଗଦ୍ଵାର ଅଞ୍ଚଳରୁ ଅନେକ ବାଇକ୍ ଓ ମୋବାଇଲ ବାରମ୍ବାର ଚୋରି ହେବାର ଅଭିଯୋଗ ଆସୁଥିଲା। ଗତ ରାତିରେ ଗୋପ ଅଞ୍ଚଳର ସରଜୁ ବେହେରା ନାମକ ଜଣେ ବ୍ୟକ୍ତି ସ୍ଵର୍ଗଦ୍ଵାର ବିଶ୍ରାମ ସ୍ଥାନ ରେ ସୋଇଥିବା ବେଳେ କିଛି ସମୟ ପରେ ତାଙ୍କ ପଛ ପକେଟ୍ ରେ ରଖିଥିବା ପ୍ରାୟ ୧୫ହଜାର ଟଙ୍କାର ମୋବାଇଲକୁ କେହି ନେଇ ଯାଇଥିବା ଜାଣିବାକୁ ପାଇଥିଲେ
#Thief #CCTV #Puri #Odisha #ArgusNews