#ଅବପାତର_ରୂପ_ନେଲା_ଲଘୁଚାପ
#ବାତ୍ୟାର_ରୂପ_ନେଇ_ସମୁଦ୍ର_ମଧ୍ୟରେ_ଗତି_କରିବ
ଆଣ୍ଡାମାନସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ଏହା ୨୩ ତାରିଖ ସକାଳୁ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରିବ ଓ ତାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ସାମୁଦ୍ରିକ ଝଡରେ ପରିଣତ ହେବ
#Cyclone #Rain #Weather #Odisha #ArgusNews