#ଶ୍ରର୍ମିଷ୍ଠାଙ୍କୁ_ଚିହ୍ନିଲେ_ସାକ୍ଷୀ
#ଜେଲରେ_ହେଲା_ଟିଆଇ_ପରେଡ
#୫_ଅଭିଯୁକ୍ତଙ୍କୁ_ଚିହ୍ନିଲେ_୩_ସାକ୍ଷୀ
କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା। ଭଦ୍ରକ ଜେଲରେ ହେଲା TI ପରେଡ । 5 ଅଭିଯୁକ୍ତଙ୍କୁ ଚିହ୍ନଟ କଲେ 3 ସାକ୍ଷୀ । ଭଦ୍ରକ ଜେଲରେ jmfcଙ୍କ ଉପସ୍ଥିତିରେ ରେ ହେଲା ଟିଆଇ ପରେଡ଼। 50 ଜଣଙ୍କ ଭିତରୁ 5 ଜଣକୁ ଚିହ୍ନଟ କଲେ ସାକ୍ଷୀ।
#Odisha #ArgusNews #Sarmistha #Test_Identification_Parade #jmfc #court #Order