#କାଳ_ସାଜିଲା_କଳିଙ୍ଗା_ଘାଟି
#ପର୍ଯ୍ୟଟକ_ହୋଇ_ଆସିଥିଲେ_ଶବ_ହୋଇ_ଫେରିଲେ
ପଶ୍ଚିମବଙ୍ଗ ରୁ ଆସିଲେ।ପର୍ଯ୍ୟଟକ ହିସାବରେ ଓଡ଼ିଶାର କନ୍ଧମାଳ ଜିଲ୍ଲାକୁ ବାଛିଲେ।ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିଲେ।ଶେଷରେ ଦରିଙ୍ଗିବାଡି ର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରି ଫେରୁଥିଲେ ଗଞ୍ଜାମ।ଆଉ କିଛି ସମୟ ଭିତରେ ପହଞ୍ଚିଥାନ୍ତେ ଆନ୍ଦ୍ରାପ୍ରଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ।କିନ୍ତୁ କନ୍ଧମାଳ ଗଞ୍ଜାମ ମଧ୍ୟଭାଗ ରେ ଥିବା କଳିଙ୍ଗାଘାଟି ସାଜିଲା ବଡ଼କାଳ
#Kandhamal #BusAccident #Tourist #Odisha #ArgusNews