#ମୋଦିଙ୍କ_ସଂକଳ୍ପକୁ_ପୂରଣ_କରିବ_ଆଦିବାସୀ_ଅନୁସନ୍ଧାନ_କେନ୍ଦ୍ର
ଫୋକସରେ ରହିଛି ଓଡିଶାର ଜନଜାତି । ଜନଜାତିକୁ ସଶକ୍ତ କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ । ଜନଜାତିଙ୍କ ବିକାଶ ଦିଗରେ ଆଦିବାସୀ ଅନୁସନ୍ଧାନ ପ୍ରତିଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
#UnionMinisterAmitShah #PMNarendraModi #Tribal #ArgusNews