କାର କୁ ଘୋଷାଡି ନେଲା ଟ୍ରକ। 400 ମିଟର ପର୍ଯ୍ୟନ୍ତ ଟ୍ରକ ନେଲା କାର କୁ ଘୋଷାଡି । କାରରେ ଥିଲେ 2 ଜଣ ବରିଷ୍ଠ ବ୍ୟକ୍ତି ସହ ଜଣେ ଯୁବକ । ବରମୁଣ୍ଡା କାଳୀ ମନ୍ଦିର ରୁ ବରମୁଣ୍ଡା ପର୍ଯ୍ୟନ୍ତ ଟ୍ରକ ସହ ଘୋଷାଡି ହୋଇ ଆସିଲା କାର।
#ArgusNews #RoadAccident #Bhubaneswar #Odisha