#ଚାଷୀଙ୍କ_ଚରମ_ନିଷ୍ପତ୍ତି
୧୮ରୁ ପଦ୍ମପୁର ଉପଖଣ୍ଡ ସଂପୂର୍ଣ୍ଣ ବନ୍ଦ । ଜାତୀୟ ରାଜପଥ ବି ଅବରୋଧ ହେବ, ରେଳ ରୋକିବାକୁ ନିଷ୍ପତ୍ତି ଜିଲ୍ଲାପାଳଙ୍କୁ ଦେଲେ ଦାବି ପତ୍ର । ରାଜବୋଡ଼ାସମ୍ବର କୃଷକ ସଂଗଠନର ବୈଠକ ଗୋରୁ ବଜାର ପ୍ରାଙ୍ଗଣରେ ସ୍ଥାୟୀ ସଭାପତି ବାଞ୍ଛାନିଧି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି ।
#Bargarh #FarmersStrike #Odisha #ArgusNews