#ବିକାଶ_ବିକାଶ_ହୁରି_ପଡ଼ିଛି ।
#ହେଲେ_କେଉଁଠି_ବିକାଶ ?
କେମିତିକା ଚିଜ ବିକାଶ ? ସରକାରୀ ବାହାଦୂରୀର ଦସ୍ତାବିଜ ଭିତରେ ଚାପି ହୋଇ ବର୍ଣ୍ଣାନ୍ଧତାର ଶିକାର ହୋଇସାରିଥିବା ଗୋଲାପୀ ରଙ୍ଗର ଝଟକୁଥିବା ବସ୍ତୁ ବୋଧହୁଏ ବିକାଶ । ହେଲେ ବିକାଶର ପ୍ରକୃତ ଚିତ୍ରର ଏ ହେଉଛି ନଥିପତ୍ର ।
#Development #Odishagovernment #UnitedNationsreport #ArgusNews