ଓମ୍ରକିନ୍ ବିଏଫ୍.୭ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗର ତତ୍ପରତା । ସବୁ ଜିଲ୍ଲାକୁ କୋଭିଡ ପରିଚାଳନା ସଂପର୍କିତ ଚିଠି ଜାରି । ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।
#ArgusNews #COVID19 #covidupdate #BF7 #Omicron #HealthDepartment #mockdrill #Odisha