ଗାଡି ଜବତ ହେଲା, ହେଲେ ପୋଲିସ୍ ଗାଡିକୁ ନେଇ ଥାନାକୁ ଯାଉଥିବା ବେଳେ ପୋଲିସ୍ ଉପସ୍ଥିତିରେ ଗାଡି ଛାଡି ଖସିଗଲେ ଗୋରୁ ବେପାରୀ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ନୁଦଡିହା ଅଂଚଳରେ
#Mayurbhanj #Cattlecartseized #Odisha #ArgusNews