#ଜଳ_କଷ୍ଟରେ_ଗ୍ରାମବାସୀ
ଜଳକଷ୍ଟ ଭୋଗୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ବଗଡ଼ା ପଞ୍ଚାୟତର କେଚେରିପଡା ଅଧିବାସୀ । ବସୁଧା ପାଣି ଟାଙ୍କି ଥାଇ ବି ନଥିବା ସହ ସମାନ୍ । ଗୋଟିଏ ମାତ୍ର ନଳକୁପ ଉପରେ ନିର୍ଭର କରୁଛନ୍ତି ଶତାଧିକ ପରିବାର । ସେଥିରୁ ପୁଣି ହଳିଦିଆ ରଙ୍ଗର ପାଣି ବାହାରୁଥିବାରୁ,କାଛୁକୁଣ୍ଡିଆ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ନାନା ଅସୁବିଧା ଭୋଗୁଛନ୍ତି ।
#Kendrapada #WaterProblem #Odisha #basudhayojana #ArgusNews