ତହସିଲଦାର ଓ ଅବକାରୀ ବିଭାଗକୁ ନିର୍ଧୁମ ମାଡ଼ ମାରିଲେ ଗ୍ରାମବାସୀ। ୩ ସରକାରୀ ଗାଡିକୁ ରଖିଲେ ଅଟକ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡା ଥାନା ଅନ୍ତର୍ଗତ ମନ୍ଦରଡା ଗ୍ରାମପଞ୍ଚାୟତ ବୁଢ଼ୀ ଘାଟି ଗାଁରେ ମଦ ଧରପଗଡ଼ ବେଳେ ତହସିଲଦାର ଏବଂ ଅବକାରୀ ବିଭାଗ କର୍ମଚାରୀଙ୍କୁ ପିଟିଲେ ଗ୍ରାମବାସୀ।
#ganjam #Abkaridepartment #Tahsildar #Odisha #ArgusNews