#ଜଗନ୍ନାଥମୟ_ହେଲା_ପୂରା_ବିଶ୍ବ
#ପୁରୀ_ସହ_ଦିଲ୍ଲୀରୁ_ପଲ୍ଲୀ_ପର୍ଯ୍ୟନ୍ତ_ଶୁଭିଲା_ଜୟ_ଜଗନ୍ନାଥ_ଧ୍ବନି
ସେ ଭାବ ବିନୋଦିଆ… ଭକ୍ତର ଭାବରେ ବନ୍ଧା.. ସେଇଥିପାଇଁ ତ ବରଷକୁ ଥରେ ଦାଣ୍ଡକୁ ଓହ୍ଲାଇ ଆସିଥାଏ। ଖାସ୍ ନିଜ ଭକ୍ତକୁ ଦେଖିବା ପାଇଁ...ରଥ-ପଥ-ଭକ୍ତ ସବୁ ଏକାକାର...ଦୁଇ ବର୍ଷ ପରେ ଭକ୍ତ-ଭଗବାନଙ୍କର ମହାମିଳନ..ଭାବ ଭକ୍ତିରେ ବୁଡି ଯାଇଛନ୍ତି ଭକ୍ତ...ପୁରୀ ସମେତ ରାଜ୍ୟର କୋଣ ଅନୁକୋଣରେ ବେଶ୍ ଉତ୍ସାହର ସହ ପାଳନ ହୋଇଯାଇଛି ରଥଯାତ୍ରା
#Puri #Delhi #Rathayatra2022 #JayJagannath #Odisha #argusNews